-ଚାପଗ୍ରସ୍ତରୁ ରକ୍ଷା କରିବାରେ ସାହାଯ୍ୟ କରେ ଆଲମଣ୍ଡ । ତେଣୁ ପ୍ରତିଦିନ ୩ରୁ ୪ ଟି ଆଲମଣ୍ଡ ଖାଇବା ଭଲ ।
-ବଦହଜମି ତଥା କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ଆଲମଣ୍ଡ । ଏହି ସମସ୍ୟାର ସମ୍ମୁଖୀନ କରୁଥିଲେ, ପ୍ରତିଦିନ ସକାଳେ ଭିଜା ଆଲମଣ୍ଡ ଖାଇବା ଉଚିତ୍ ।
- ପ୍ରତିଦିନ ଆଲମଣ୍ଡ ଖାଇବା ଦ୍ବାରା, କୋଲେଷ୍ଟ୍ରଲର ମାତ୍ରା କମିଥାଏ ।
-ପ୍ରତିଦିନ ସକାଳେ ୩ ରୁ ୪ ଟି ଆଲମଣ୍ଡ ଖାଇବା ଦ୍ବାରା, ଦାନ୍ତ ଏବଂ ହାଡକୁ ମଜବୁତ୍ କରିବାରେ ଏହା ସହାୟକ ହୁଏ ।
-ଶୁଷ୍କ ତ୍ବଚାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଏଥିପାଇଁ ଆଲମଣ୍ଡ ବହୁତ୍ ଲାଭଦାୟକ । ତେଣୁ ପ୍ରତିଦିନ ଆଲମଣ୍ଡ ସେବନ କରି ପାରିବେ ।