-କଲୋଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଫୁଲକୋବି । ଏଥିପାଇଁ ଫୁଲକୋବି ଖାଇ ପାରିବେ ।
-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଏଥିପାଇଁ ନିଜ ଡାଏଟରେ ଫୁଲକୋବି ସାମିଲ କରି ପାରିବେ । ଏଥିରେ କ୍ୟାଲୋରୀର ମାତ୍ରା କମ୍ ରହିଥାଏ ।
-ତ୍ବଚାକୁ ଫ୍ରେଶ୍ ରଖିବା ପାଇଁ, ପ୍ରତିଦିନ ଫୁଲକୋକି ଖାଇ ପାରିବେ । ଏହା ତ୍ବଚା ପାଇଁ ବହୁତ୍ ଉପକାରୀ । ଏବଂ ବିଭିନ୍ନ ତ୍ବଚା ଜନିତ ସମସ୍ୟାକୁ ଦୂର କରବାରେ ସାହାଯ୍ୟ କରେ ।
-ହାର୍ଟକୁ ସୁସ୍ଥ ରଖିବା ପାଇଁ ଫୁଲକୋବି ବହୁତ୍ ଉପକରୀ । ଫୁଲକୋବି ଖାଇବା ଦ୍ବାରା ଏହା ହାର୍ଟକୁ ସୁସ୍ଥ ରଖିବା ସହିତ, ହାର୍ଟ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।
-ଇମ୍ୟୁନିଟି ମଜବୁତ୍ କରିବାରେ ସାହାଯ୍ୟ କରେ ଫୁଲକୋବି ।
-ଶରୀରକୁ ଭାଇରାଲ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ଫୁଲକୋବି ।
-ମସ୍ତିଷ୍କକୁ ସୁସ୍ଥ ରଖିବାରେ ବେଶ ସହାୟକ ହୁଏ ଫୁଲକୋବି ।