-ଯଦି ହଜମ ଜନିତ ସମସ୍ୟା ରହିଥାଏ ତେବେ, ଏହି ସମସ୍ୟା ପାଇଁ ଧନିଆ ପାଣି ବହୁତ୍ ଲାଭଦାୟକ ହୋଇଥାଏ । ପ୍ରତିଦିନ ସକାଳେ ଖାଲି ପେଟରେ ଧନିଆ ପାଣି ପିଇବା ଦ୍ୱାରା, ଏହି ସମସ୍ୟା କମ୍ ହୋଇଥାଏ ।
-ପାକସ୍ଥଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଧନିଆ ପାଣି ।
-ପ୍ରତିଦିନ ଧନିଆ ପାଣି ସେବନ କରିବା ଦ୍ୱାରା, ଏହା ଇମ୍ୟୁନିଟି ପାୱାର ବଢାଇବାରେ ବେଶ ସହାୟକ ହୋଇଥାଏ ।
-ମୋଟାପଣକୁ ନେଇ ଚିନ୍ତିତ ଥିଲେ, ଏଥିପାଇଁ ପ୍ରତିଦିନ ଧନିଆ ପାଣି ସେବନ କରିବା ବହୁତ୍ ଉପକାରୀ ହୋଇଥାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
-ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ଧନିଆ ପାଣି ।
-ଶରୀରରେ କୋଲେଷ୍ଟ୍ରଲ ଲେବୁଲକୁ କମ୍ କରିବାରେ ସହାୟକ ହୁଏ ଧନିଆ ପାଣି ।