-ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ହେଙ୍ଗୁ ପାଣି ।
-ଏଥିରେ ଥିବା ଆଣ୍ଟି-ଭାଇରାଲ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଦେହରେ ହେଉଥିବା ଜ୍ୱଳନକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ ।
-ମୁଣ୍ଡ ବିନ୍ଧା ସମସ୍ୟାକୁ ନେଇ ଚିନ୍ତାରେ ଥିଲେ, ଏଥିପାଇଁ ହେଙ୍ଗୁ ପାଣି ବହୁତ୍ ଲାଭଦାୟକ ହୋଇଥାଏ ।
-ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ହେଙ୍ଗୁ ।
-ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ହେଙ୍ଗୁ ।