-କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ପୋଟଳ । ଏହି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ନିଜ ଡାଏଟରେ ପୋଟଳ ସାମିଲ କରି ପାରିବେ ।
- ଥଣ୍ଡାଜନିତ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୁଏ ପୋଟଳ ।
-ପ୍ରତିଦିନ ପୋଟଳ ଖାଇବା ଦ୍ବାରା, ଏହା ପାଚନ ତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରେ ।
-ହାଡକୁ ମଜବୁତ କରିବାକୁ ଚାହୁଁଥିଲେ, ପ୍ରତିଦିନ ପୋଟଳ ଖାଇ ପାରିବେ ।
-ଗ୍ୟାସ ସମସ୍ୟା ଦୂର କରେ ପୋଟଳ ।