ତେବେ ରାଜଧାନୀରୁ ଆଜି 61 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ 29ହଜାର 479 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ରାଜଧାନୀରେ 629 ସକ୍ରିୟ କେସ୍ ଥିବା ବେଳେ ମୋଟ 201 ଜଣ ମୃତ୍ୟୁ ମୁଖରେ ପଡିଛନ୍ତି।
ରାଜଧାନୀରୁ ଆଜି 46 ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 61
ଭୁବନେଶ୍ୱର: ରାଜଧାନୀରୁ ଆଜି 46 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ 19 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଓ ସ୍ଥାନୀୟ ଅଞ୍ଚଳରୁ 27 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ 30ହଜାର 330ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Download Argus News App
