-ହଜମ ପ୍ରକ୍ରିୟାକୁ ଭଲ ରଖିବାରେ ସାହାଯ୍ୟ କରେ ମିଶ୍ରି । ମିଶ୍ରି ସହିତ ପାନମଧୁରୀ ଖାଇବା ଦ୍ବାରା, ହଜମ ପ୍ରକ୍ରିୟା ବଢିଥାଏ ।
- ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରେ ମିଶ୍ରି । ତେଣୁ ପ୍ରତିଦିନ ଏହା ସେବନ କରିବା ଭଲ ।
-ମାନସିକ ଥକାପଣକୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ ମିଶ୍ରି । ପ୍ରତିଦିନ ଶୋଇବା ପୂର୍ବରୁ ମିଶ୍ରିକୁ ଗରମ କ୍ଷୀର ସହ ମିଶାଇ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।
-ପ୍ରତିଦିନ ମିଶ୍ରି ଖାଇବା ଦ୍ୱାରା, ଶରୀରକୁ ଏନର୍ଜି ମିଳିଥାଏ ଓ ରକ୍ତଚାପ ଠିକ୍ ରହିଥାଏ ।
-ମିଶ୍ରି ଗୁଣ୍ଡ ଏବଂ ଗୋଲମରିଚ ଗୁଣ୍ଡକୁ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା କାଶ ସମସ୍ୟା କମ୍ ହୋଇଥାଏ ।