ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ
ଭୟଙ୍କର ହେଉଛି କୋରୋନା ସ୍ଥିତି, ସନ୍ଧ୍ୟା 7ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ଏସଆରସି
ଭୁବନେଶ୍ଵର: ରାଜ୍ୟରେ ଦିନ ଦିନ କୋରୋନା ସ୍ଥିତି ଭୟଙ୍କର ହେଉଛି । ସଂକ୍ରମଣ ବଢୁଥିବାବେଳେ ରାଜ୍ୟ ସରକାରଙ୍କ ଚିନ୍ତା ବଢୁଛି। ଏହାକୁ ନେଇ ଆଜି ବଡ଼ ଘୋଷଣା ଆସିପାରେ। ସନ୍ଧ୍ୟା 7ରେ ଏସଆରସି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଏସଆରସି ବଡ଼ ଘୋଷଣା କରିପାରନ୍ତି। ସଂକ୍ରମଣକୁ ଅଟକାଇବାକୁ କିଛି ନୂତନ ପଦକ୍ଷେପ ଗ୍ରହଣ କରାଯାଇ ପାରେ।
Download Argus News App
