-ଉଷୁମ୍ କ୍ଷୀରରେ ହଳଦୀ ମିଶାଇ ସେବନ କରିବା ଦ୍ବାରା, ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।
-ହଳଦୀ ମିଶା କ୍ଷୀର ପିଇବା ଦ୍ବାରା, ଅନେକ ପ୍ରକାରର ସଂକ୍ରମକ ରୋଗରୁ ଏହା ରକ୍ଷା କରେ ।
- ଗଣ୍ଠି ଯନ୍ତ୍ରଣା, ଫୁଲା କିମ୍ବା ଆଘାତ ଆଦି ସମସ୍ୟାରୁ, ଆରାମ ପ୍ରଦାନ କରେ ହଳଦୀ ମିଶା କ୍ଷୀର ।
-ଖାଦ୍ୟକୁ ହଜମ କରିବାରେ ବେଶ ସହାୟକ ହୁଏ ହଳଦୀ ମିଶା କ୍ଷୀର । ତେଣୁ ଏହା ପ୍ରତିଦିନ ପିଇବା ସ୍ବାସ୍ଥ୍ୟ ପ୍ରତି ହିତକର ।