Delhi: Jawaharlal Nehru University Students march towards Parliament over their demand of complete fee roll back along with other demands pic.twitter.com/iqdyDCzZQh
— ANI (@ANI) November 18, 2019
ଜେଏନୟୁ କ୍ୟାମ୍ପସ୍ ବାହାରେ 144 ଧାରା ଲାଗୁ କରିଦିଆଯାଇଛି । ପୋଲିସ୍ର କହିବାନୁଯାୟୀ ମାର୍କେଟ ହାଉସ୍ରୁ ଆଗକୁ ଯିବାକୁ ଦେବୁ ନାହୁଁ । ଜେଏନୟୁର ଗେଟ୍ ନିକଟରେ ବିପୁଳ ମାତ୍ରାରେ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି। ଦିଲ୍ଳୀ ପୋଲିସ୍ ତରଫରୁ 9ଟି କମ୍ପାନୀ ଫୋର୍ସ ମୁତୟନ କରାଯାଇଛି । ପାଖାପାଖି 1200 ପୋଲିସ୍କର୍ମୀ ମୁତୟନ ଅଛନ୍ତିି । ଯେଉଁଥିରେ ଦିଲ୍ଳୀ ପୋଲିସ୍ ଓ ସିଆରପିଏଫର ଯବାନ ଶାମିଲ ଅଛନ୍ତି ।
" >ନୂଆଦିଲ୍ଲୀ: ବର୍ଦ୍ଧିତ ଫି ନେଇ ଜେଏନୟୁ ଛାତ୍ରଙ୍କ ଆନ୍ଦୋଳନ ଥମିବାର ନା ନେଉନାହିଁ । ଜେଏନୟୁ ଛାତ୍ରଙ୍କ ବିକ୍ଷୋଭ ଆଜି ସଂସଦ ମୁହାଁ ହୋଇଛି । ବର୍ଦ୍ଧିତ ଫି ପ୍ରତିବାଦରେ ଜବାହର ଲାଲ ନେହେରୁ ୟୁନିଭରସିଟି ଛାତ୍ରମାନେ ସଂସଦ ଆଡକୁ ମୁହାଁଇଛନ୍ତି । ପାଖାପାଖି 2ର 3 ହଜାର ଛାତ୍ର ଏହି ସଂସଦ ରାଲିରେ ଶାମିଲ ହୋଇଛନ୍ତି । ଜେଏନୟୁର ଗେଟ୍ ବାହାରେ ଲଗାଯାଇଥିବା 3ଟି ବାରିକେଟ୍କୁ ଭାଙ୍ଗିଛନ୍ତି ଏହି ଆନ୍ଦୋଳନକାରୀ ଛାତ୍ର ମୋର୍ଚ୍ଚା । ଏବେ ଏହି ଛାତ୍ର ମୋର୍ଚ୍ଚା ଶେଷ ବାରକେଟ୍ ବାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।