ସତ୍ୟବାଦୀର ମଣିଷତିଆରି କାରଖାନା ବକୁଳ ବନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ
" >Indian Olympic Association: On his debut World Wrestling Championship, wrestler Deepak Punia enters finals of the 86 kg Freestyle event. https://t.co/qlp5B8um4O
— ANI (@ANI) September 21, 2019
ନୂଆଦିଲ୍ଲୀ: ବିଶ୍ୱ ରେସଲିଂ ଚାମ୍ପିଅନସିପ୍ରେ ଭାରତର ଦିପକ ପୁନିଆ ଫାଇନାଲରେ ପ୍ରବେଶ କରିଛନ୍ତି । ସେ 86 କିଲୋ ଫ୍ରିଷ୍ଟାଇଲ ଇଭେଣ୍ଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ସେ କୋଲମ୍ବିଆର କାର୍ଲୋସ ଇଜ୍କ୍ୟୁରେଡୋଙ୍କୁ 7-6 ପଏଣ୍ଟରେ ପରାସ୍ତ କରିଛନ୍ତି । ଦିପକ ପୁନିଆ ଏହି ଇଭେଣ୍ଟରେ ନିଜର ଡେବ୍ୟୁ ଦେଇଛନ୍ତି । ତେବେ ପ୍ରଥମଥର ଡେବ୍ୟୁ କରିଥିବା ଦିପକ ଫାଇନାଲରେ ପ୍ରବେଶ କରିଥିବାରୁ ତାଙ୍କ ପାଇଁ ସାରା ଭାରତୀୟ ଆଜି ଗର୍ବିତ । ଏହି ଚାମ୍ପିଅନ୍ସିପ୍ରେ ଭାରତ 4ଟି କୋଟା ହାସଲ କରିସାରିଛି ।
Indian Olympic Association: On his debut World Wrestling Championship, wrestler Deepak Punia enters finals of the 86 kg Freestyle event. https://t.co/qlp5B8um4O
— ANI (@ANI) September 21, 2019