Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଅଗ୍ନିବୀର ଆଶାୟୀଙ୍କୁ ଭେଟିଲେ, ନିଜେ ସ୍କୁଟି ଚଲାଇ ସମ୍ବଲପୁର ସହର ପରିଭ୍ରମଣ କଲେ
ଦଳୀୟ ବୈଠକରେ ଯୋଗ ଦେଇ ଚାକିରିରୁ ବଦଳିଲେ ସ୍କୁଲ କିରାଣୀ
ଅର୍ଗସ ବ୍ୟୁରୋ: ଦଳୀୟ ପ୍ରଚାର କରି ବଦଳିଲେ ସ୍କୁଲ କିରାଣୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଲୋଇସିଂହା ବ୍ଲକ ଅଞ୍ଚଳରେ । ବୁରୋମୁଣ୍ଡା ପ୍ରେମରାଜ ସରକାରୀ ହାଇସ୍କୁଲର କନିଷ୍ଠ କିରାଣୀ ଉତ୍ତମ କୁମାର ସାହୁ ଦଳୀୟ ବୈଠକରେ ଯୋଗ ଦେଇ ଚାକିରିରୁ ବଦଳି ହୋଇଛନ୍ତି । ରାଜନୈତିକ କାର୍ଯ୍ୟକଳାପ ସମ୍ପୃକ୍ତି ଅଭିଯୋଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମ
ଡଙ୍ଗା ଓଲଟିବା ଘଟଣା, ୭ ମୃତଦେହ ଉଦ୍ଧାର
ଅର୍ଗସ ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରରେ ଡଙ୍ଗା ଓଲଟିବା ଘଟଣାରେ ଡଙ୍ଗା ବୁଡ଼ିରେ ୭ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ୩ ଶିଶୁଙ୍କ ସହ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଉ ଜଣେ ଏବେବି ନିଖୋଜ ଅଛନ୍ତି । ଗତକାଲି ଅପରାହ୍ଣରେ ହୀରାକୁଦ ଜଳଭଣ୍ଡାରର ରେଙ୍ଗାଲୀ ଥାନା ଶରଧା ଘାଟରୁ ଅଳ୍ପ ଦୂରରେ ଏକ ଯାତ୍ରୀବାହୀ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା