ତଙ୍ଗହାଲି ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକଙ୍କ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ସୋମବାର ପାକିସ୍ତାନରେ ମାସ୍ ପାୱାର କଟ୍ ହୋଇଥିବାରୁ ଇସଲମାବାଦ୍ , କରାଚି ସହ ୨୨ଟି ଜିଲ୍ଲାରେ ଅନ୍ଧାର ଘଟିଛି। ଏନେଇ ଦେଶର ଶକ୍ତି ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟୋକ୍ତି ଦେଇଛି । ତେବେ ବିଦ୍ୟୁତ ବିଭାଗର ଜଣେ ମୁଖ୍ୟ ଅଧିକାରୀ ବିଦ୍ୟୁତ ମେଣ୍ଟେନାନ୍ସ କାମ ଚାଲୁଥିବାରୁ ଏପରି ଘଟିଥିବା ସେ ଟ୍ବିଟ କରି ପ୍ରକାଶ କରିଛନ୍ତି।
ବିଦେଶ ଖବର ଆହୁରି ପଢନ୍ତୁ ।