ଏମିତିକି ସ୍ଥିତି ଏମିତି ହୋଇଥିଲା ଯେ ପୁରା ଲେବିଷ୍ଟନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିବାକୁ କୁହାଯାଇଥିଲା । ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିବାବେଳେ ଲୋକଙ୍କୁ ଘର ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ କିଏ ଏହି ଦୂର୍ବୃତ୍ତ । କାହିଁକି କରୁଥିଲେ ଗୁଳି ଚାଳନା । କଣ ଥିଲା ତାଙ୍କର ଉଦେଶ୍ୟ ।
ତେବେ ଏହାରି ମଧ୍ୟରେ ଗନ୍ ମ୍ୟାନ୍ ର ଫଟୋ ଜାରି ହୋଇଛି । ଆଣ୍ଡ୍ରୋସ୍କୋଗିନ କାଉଣ୍ଟ ସରିଫ କାର୍ଯ୍ୟାଳୟ ଲୋକଙ୍କ ସହାୟତା ଲୋଡିଛି । ଏକ ବିବୃତ୍ତି ଜାରି କରି କହିଛି ଆମେ ଏହି ଘଟଣାର ତଦନ୍ତ କରୁଛି । ଯାହାକୁ ଏଭଳି କିଛି ବ୍ୟକ୍ତିଙ୍କ ବିଷୟରେ କିଛି ସୂଚନା ମିଳୁଛି ତେବେ ପୋଲିସକୁ ସହାୟତା କରିବାକୁ କୁହାଯାଇଛି ।
ଆହୁରି ପଢନ୍ତୁ ବିଦେଶ ଖବର...