ଅଧିକ ପଢନ୍ତୁ: ପାକିସ୍ତାନରେ ଭୂମିକମ୍ପର ଝଟକା
ରିକ୍ଟର ସ୍କେଲରେ ଏହାର ତିବ୍ରତା 7.8 ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭କିଲୋମିଟର ଗଭୀରତାରେ ରହିଛି ।
ଅର୍ଗସ ବ୍ୟୁରୋ: ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ । ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀର ନୁର୍ଦଗ ପ୍ରାନ୍ତ । ବର୍ତ୍ତମାନ ପର୍ଯ୍ୟନ୍ତ 15 ଜଣଙ୍କ ମୃତ୍ୟୁ । ରିକ୍ଟର ସ୍କେଲରେ ତିବ୍ରତା 7.8 ରେକର୍ଡ । ସିରିଆରେ ମଧ୍ୟ ଅନୁଭୂତ ଭୂମିକମ୍ପ ପ୍ରଭାବ । ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା । ଦକ୍ଷିଣ ତୁର୍କୀର ଗଜିୟାଣ୍ଟେପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳୀରେ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି ।
ଅଧିକ ପଢନ୍ତୁ: ପାକିସ୍ତାନରେ ଭୂମିକମ୍ପର ଝଟକା
ରିକ୍ଟର ସ୍କେଲରେ ଏହାର ତିବ୍ରତା 7.8 ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭କିଲୋମିଟର ଗଭୀରତାରେ ରହିଛି ।