ଗତକାଲି ପାଳନ ହୋଇଛି ରାଉଲକେଲାର ଜନ୍ମଦିବସ
ଅର୍ଗସ ବ୍ୟୁରୋ: ବିଶ୍ଵ ଡାକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତୀୟ ଡାକ ସେବା ପାଈଁ ଆମେ ଗର୍ବିତ। ସେମାନେ ନିଜ ପରିଶ୍ରମ ଦ୍ଵାରା ସାରା ଭାରତକୁ ସଂଯୋଗ କରିପାରିଛନ୍ତି। ବିଶ୍ୱ ପୋଷ୍ଟ ଦିବସରେ, ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କାମାନ କରିଛନ୍ତି। ଏ ନେଇ ମୋଦି ଟ୍ଵିଟ କରିଛନ୍ତି।
ପ୍ରତିବର୍ଷ ଅକ୍ଟୋବର ମାସ 9 ତାରିଖରେ ବିଶ୍ଵ ଡାକ ଦିବସ ପାଳନ କରାଯାଏ। 1874 ମସିହାରେ ଏହି ଦିନ ୟୁନିଭର୍ସାଲ୍ ଡାକ ୟୁନିଅନ୍ ପ୍ରତିଷ୍ଠା ହୋଇଥିଲା