ବିମାନଟି ନିରାପଦରେ ଅବତରଣ କରିଛି ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କଥା ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍’ ସୂଚନା ଦେଇଛି । ଉକ୍ତ ବିମାନରେ ସମୁଦାୟ ୧୮୪ଜଣ ଯାତ୍ରୀ ଥିଲେ । ବୈଷୟିକ ତ୍ରୁଟି ଯୋଗୁଁ ବିମାନର ଇଞ୍ଜିନ୍ଗୁଡ଼ିକ ମଧ୍ୟରୁ ଗୋଟିକରେ ନିଆଁ ଲାଗିଯାଇଥିଲା ।
ପୁନର୍ବାର ଆବୁଧାବି ବିମାନ ବନ୍ଦରକୁ ଫେରି ଜରୁରୀକାଳୀନ ଅବତରଣ କରାଯାଇଛି
Download Argus News App
