ବିଦେଶ ଖବର ଆହୁରି ପଢନ୍ତୁ ।
ଜଣେ ବ୍ୟକ୍ତି ଓ 2 ମାନବାଧିକାର ସଂଗଠନକୁ ମିଳିତ ଭାବେ ନୋବେଲ୍

ଅର୍ଗସ ବ୍ୟୁରୋ : ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା । ଜଣେ ବ୍ୟକ୍ତି ଓ 2 ମାନବାଧିକାର ସଂଗଠନକୁ ମିଳିତ ଭାବେ ନୋବେଲ୍ । ବେଲାରୁଷର ମାନବାଧିକାର ପ୍ରବକ୍ତା ଆଲେସ୍ ବାଇଲେସ୍କିଙ୍କୁ ନୋବେଲ୍। ରୁଷର ମାନବାଧିକାର ସଂଗଠନ `ମେମୋରିଆଲ୍'କୁ ନୋବେଲ୍ ପୁରସ୍କାର। ୟୁକ୍ରେନର ମାନବାଧିକାର ସଂଗଠନ `ସେଣ୍ଟର ଫର୍ ସିଭିଲ୍ ଲିବର୍ଟିଜ୍'କୁ ନୋବେଲ୍।
Download Argus News App
