ଇକ୍ୟୁଏଡରର ରାଷ୍ଟ୍ରପତି ଏକ ଟ୍ୱିଟ ଜରିଆରେ ଶାନ୍ତି ରଖିବା ପାଇଁ କହିଛନ୍ତି । ଆମେରିକା ଭୌଗୋଳିକ ସର୍ବେକ୍ଷଣର ସୂଚନା ଅନୁସାରେ ଏହି ଭୂମିକମ୍ପ ପରେ ପୁନର୍ବାର ଆଉ ଏକ ଆଫ୍ଟର ସକ୍ ର ଆଶଙ୍କା କରାଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅର୍ଗସ ବ୍ୟୁରୋ: ଭୂମିକମ୍ପରେ ଦୋହଲିଲା ଇକ୍ୟୁଏଡର। ଅନେକ ଘରଦ୍ୱାର ନଷ୍ଟ ହୋଇଯାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି । ଏହି ଭୂକମ୍ପ ଇକ୍ୟୁଏଡର ଏବଂ ଅଖପାଖ ଅଂଚଳକୁ ଦୋହଲାଇ ଦେଇଛି । ଇକ୍ୟୁଏଡରର ରାଷ୍ଟ୍ରପତି ଗୁଡଲେର୍ମୋ ଲାସୋ କହିଛନ୍ତି ଯେ, ଏହି ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୧୪ ଲୋକଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି। ଭୂମିକମ୍ପର ଝଟକାରେ ବଡ ବଡ ଅଟ୍ଟାଳିକା ଏବଂ ବହୁ ଧନ ଜୀବନ ନଷ୍ଟ ହୋଇଯାଇଛି ।
ଇକ୍ୟୁଏଡରର ରାଷ୍ଟ୍ରପତି ଏକ ଟ୍ୱିଟ ଜରିଆରେ ଶାନ୍ତି ରଖିବା ପାଇଁ କହିଛନ୍ତି । ଆମେରିକା ଭୌଗୋଳିକ ସର୍ବେକ୍ଷଣର ସୂଚନା ଅନୁସାରେ ଏହି ଭୂମିକମ୍ପ ପରେ ପୁନର୍ବାର ଆଉ ଏକ ଆଫ୍ଟର ସକ୍ ର ଆଶଙ୍କା କରାଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର: