Headlines 9 am | 08 Feb 2023 | Argus News
ପୁଣି ଥରିଲା ଶ୍ରୀଲଙ୍କା, ରାଜଧାନୀଠାରୁ ୪୦କିଲୋମିଟର ଦୂରରେ ବିସ୍ଫୋରଣ

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ । ରାଜଧାନୀ କଲମ୍ବୋ ଠାରୁ 40 କିଲୋମିଟର ଦୂରପୂର୍ବ ପୁଗୋଡା ସହରରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ରାଜଧାନୀ କଲମ୍ବୋରେ ହାଇ ଆଲର୍ଟ ଜାରି କରାଯାଇଛି ।
ରବିବାର ଇଷ୍ଟର ପର୍ବ ଚାଲୁଥିବା ବେଳେ ଦେଶର ୮ଟି ସ୍ଥାନରେ ସିରିୟଲ ବମ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୩୨୧ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ପ୍ରାୟ ୧୦ ଜଣ ଭାରତୀୟ ମୃତ୍ୟୁବରଣ କରିଥିବା ବେଳେ ମୋଟ ୪୫ ଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ହୋଇଛି ।Reuters: Blast heard in Pugoda town, 40 km east of Sri Lankan capital Colombo
— ANI (@ANI) April 25, 2019
Download Argus News App
