Five security personnel, including Safar Mohammad Bidar, the police chief of Qaramqul district in Faryab, killed in a roadside bomb blast in the province: Afghanistan's TOLOnews — ANI (@ANI) November 18, 2020
ସୂଚନାଯୋଗ୍ୟ, ବିଗତ ଦିନମାନଙ୍କରେ ଆଫଗାନିସ୍ତାନରେ ଏହିଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ଆଫଗାନିସ୍ତାନ ସେନା ଓ ଆତଙ୍କବାଦୀ କିଛି ଦିନ ତଳେ ମୁହାଁମୁହିଁ ହୋଇଥିଲେ।