ଅଧିକ ପଢନ୍ତୁ : ଆମେରିକା ବାହାରେ ଭାରତ ବନିବ ୱାଲମାର୍ଟ ପାଇଁ ସବୁଠୁ ବଡ଼ ବଜାର
ଏହି ଅବସରରେ କୁନି କୁନି ପିଲାମାନେ ଓଡ଼ିଆ ଗୀତରେ ନୃତ୍ୟ କରିବା ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଦେଶରେ ଓଡ଼ିଆ ଖାଦ୍ୟ ଓ ପରମ୍ପରାର ପସରା ମେଲିଥିବାବେଳେ ସ୍ଥାନୀୟ ଆମେରିକୀୟ ନାଗରିକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଉପଭୋଗ କରିଥିଲେ ଏବଂ ଉପସ୍ଥିତ ସଭିଏଁ ପରସ୍ପରକୁ ରଙ୍ଗ ଲଗାଇଥିଲେ । ଏହି କାର୍ଯ୍ୟକ୍ରମଟି ଜର୍ଜିଆ ସୋସାଇଟି ଅଫ୍ ଆମେରିକାର ସଚିବ ରାଜଲକ୍ଷ୍ମୀ ଜେନା, ସଭାପତି ଶୀତଲ ମିଶ୍ର ଏବଂ ସୁବୋଧ ପାତ୍ରଙ୍କ ତତ୍ତ୍ବାବଧାନରେ ସମ୍ପନ୍ନ ହୋଇଥିଲା ।