ବର୍ତ୍ତମାନ ସୁଦ୍ଧା 24 ହଜାରରୁ ଅଧିକ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ଏବେବି ମାଟି ତଳେ ହଜାର ହଜାର ଲୋକ ଚାପି ହୋଇ ରହିଛନ୍ତି । 40 ଲକ୍ଷରୁ ଅଧିକ ବାସହରାଙ୍କୁ ଖାଦ୍ୟ ଯୋଗାଇବା ଦୁଇ ଦେଶ ପାଇଁ ସବୁଠାରୁ ବଡ଼ ଚଲେଞ୍ଚ ହୋଇଛି । ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତା, ଭାରତ ସମେତ ବିଶ୍ୱର 70 ଦେଶର ସହାୟତା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଟନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି ।
ଅଧିକ ବିଦେଶ ନ୍ୟୂଜ଼ ପଢନ୍ତୁ