ଏହା ସହିତ ପ୍ରତିରକ୍ଷା ବିଭାଗର ଅନେକ କାର୍ଯ୍ୟାଳୟ ମଧ୍ୟ ରହିଛି।ତେଣୁ ଆମେରିକା ସନ୍ଦେହ କରୁଛି ଉଚ୍ଚ ଆକାଶରେ ଉଡୁଥିବା ସର୍ଭିଲେନ୍ସ ବେଲୁନ ଚୀନର। କିନ୍ତୁ ଏହାକୁ ମାରି ଖସାଇବା ନେଇ ପେଣ୍ଟାଗନ ତରଫରୁ ଜୋ ବାଇଡେନଙ୍କୁ ପରାମର୍ଶ ଦିଆଯାଇଛି ।କିନ୍ତୁ ହ୍ୱାଇଟ ହାଉସରେ ଏହାକୁ ନେଇ କୈାଣସି ନିଷ୍ପତ୍ତି ନିଆଜାଇ ନାହିଁ। କାରଣ ଏହାର ଧ୍ୱଂଶାବଶେଷ କିଛି କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା କରାଯାଉଛି।ତେବେ ବହୁ ଶୀଘ୍ର ହ୍ଵାଇଟ୍ ହାଉସରୁ ନିର୍ଦ୍ଦେଶ ଆସିବା ପରେ ତେବେ ଏହାକୁ ନଷ୍ଟ କରାଯାଇପାରେ।
ବିଦେଶ ଖବର ଆହୁରି ପଢନ୍ତୁ ।