କୁଲିଓ ୮୦ଦଶକରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଦୀର୍ଘ ୧୫ ବର୍ଷ ଅପେକ୍ଷା କରିବା ପରେ୧୯୯୫ ମସିହାରେ ଗାଗଷ୍ଟା ପାରାଡାଇଜ୍ ସହିତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସାଉଣ୍ଡଟ୍ରାକ୍ ହେତୁ ତାଙ୍କୁ ଗ୍ରାମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ରାପର୍ ହେବା ବ୍ୟତୀତ ସେ ଅଭିନୟରେ ମଧ୍ୟ ନିଜର ଚେଷ୍ଟା କରିଥିଲେ।
ବିଦେଶ ଖବର ଆହୁରି ପଢନ୍ତୁ ।