ଲୋକମାନେ ରାସ୍ତା ଉପରକୁ ଓହ୍ଲାଇ ଜିନପିଙ୍ଗଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ଉରମକି ଅଗ୍ନିକାଣ୍ଡ ପୀଡ଼ିତଙ୍କ ସମର୍ଥନରେ କ୍ୟାଣ୍ଡେଲାଇ୍ଟ୍ରେ ଆସି ଆନ୍ଦୋଳନକାରୀମାନେ ଜିନ୍ପିଙ୍ଗ ଡାଉନ ଡାଉନ୍ ନାରା ଦେଇଥିଲେ। ଗୁରୁବାର ଉରମକି ସହରରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିଲେ।
ଉକ୍ତ ଅଞ୍ଚଳରେ କଡ଼ା ଲକ୍ଡାଉନ୍ ଲାଗିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଲୋକମାନେ ବାହାରକୁ ବାହାରି ପାରିନଥିଲେ। ଫଳରେ ଅଧିକ ଲୋକଙ୍କର ଜୀବନ ଗଲା ବୋଲି ବିକ୍ଷୋଭକାରୀ ନାରା ଦେଉଛନ୍ତି।
ବିଦେଶ ଖବର ଆହୁରି ପଢନ୍ତୁ ।