ଅଧିକ ପଢନ୍ତୁ : ମହାକାଶରେ କେମିତି ଜନ୍ମଦିନ ପାଳିଲେ ସୁନିତା ?
କ୍ରୁ-୯ ମିସନରେ ନାସା ହାକାଶଚାରୀ ନିକ୍ ହେଗ୍ ଏବଂ ରୁଷ୍ର ମହାକାଶଚାରୀ ଆଲେକ୍ଜାଣ୍ଡାର ଗୋର୍ବୁନୋଭ ଆଇଏସ୍ଏସ୍ରେ ପହଞ୍ଚି ସୁନୀତା ଓ ବବ୍ଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ। ଗତକାଲି ଉତ୍କ୍ଷେପଣ ହୋଇଥିବା ମହାକାଶ ଯାନରେ ୪ ଜଣଙ୍କ ପରିବର୍ତ୍ତେ ମାତ୍ର ୨ ଜଣ କ୍ରୁ ମେମ୍ବର ରହିଛନ୍ତି, କାରଣ ଅବଶିଷ୍ଟ ସିଟ୍ ୱିଲିୟମ୍ସ ଏବଂ ୱିଲ୍ମୋରଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ପାଇଁ ସଂରକ୍ଷିତ ରହିଛି।