ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଅର୍ଗସ ବ୍ୟୁରୋ: ଶେଷ ଥର ପାଇଁ ରାଷ୍ଟ୍ରପତି ଭାବରେ ଡୋନାଲ ଟ୍ରମ୍ପ ହ୍ଵାଇଟ ହାଉସରୁ ବିଦାୟ ନେଇଛନ୍ତି। ଜୋ ବାଇଡେନଙ୍କ ଶପଥ ପୁର୍ବରୁ ସେ ହ୍ଵାଇଟ ହାଉସ ଛାଡିଛନ୍ତି।
ଜୋ ବାଇଡେନ ଆମେରିକାର 46 ତମ ରାଷ୍ଟପତି ଭାବରେ ଆଜି ଶପଥ ନେବେ। ବାଇଡେନଙ୍କ ଟିମରେ ମୂଳ ଭାରତୀୟ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। କିଛି ସମୟ ପରେ ଶପଥ ଗ୍ରହଣ ସମାରୋହ ହେବ।