ଦୂତୀଙ୍କ ଉପରେ ସାରା ଦେଶର ନଜର ରହିଥିବାବେଳେ 100 ମିଟର ଦୌଡରେ ନିରାଶ କରିଛନ୍ତି ଦୂତୀ । ତେବେ ଆଗାମୀ 200 ମିଟର ଦୌଡରେ ଦୂତୀଙ୍କର କଣ ପ୍ରଦର୍ଶନ ରହୁଛି ତାକୁ ହିଁ ଅପେକ୍ଷା।
ଏଠାରେ କହି ରଖୁଛୁ ଯେ, ଏକମାତ୍ର ଭାରତୀୟ ଆଥ୍ଲେଟ୍ ଭାବେ ଟୋକିଓର ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି ଦୂତୀ ।
ଅର୍ଗସ ବ୍ୟୁରୋ: 100 ମିଟର ଦୌଡରେ ନିରାଶ କଲେ ଦୂତୀ ଚାନ୍ଦ । 11.54 ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଲେ ଦୂତୀ । ହିଟ୍ 5ରେ ଜମାଇକାର ଏସ. ଫ୍ରେସର 10.84 ସେକେଣ୍ଡର ସମୟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ହିଟର ପ୍ରଥମ 3ଟି ସ୍ଥନରେ ରହିଥିବା ଆଥଲେଟ ପରବର୍ତ୍ତୀ ରାଉଣ୍ଡ ପାଇଁ କ୍ୱାଲିଫାଏ କରିଛନ୍ତି ।