ଅଧିକ ପଢନ୍ତୁ: ଭାରତ ଜି-୨୦ ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଶିକ୍ଷାନୁଷ୍ଠାନ ଓ ସାମାଜିକ ସଂଗଠନକୁ ଆହ୍ୱାନ
ପର୍ଯ୍ୟଟନ ମନ୍ତ୍ରଣାଳୟ କେବଳ ସରକାରୀ ସ୍ତରର ହିତାଧିକାରୀ ନୁହଁନ୍ତି ଯାତ୍ରା ବାଣିଜ୍ୟ ଏବଂ ଆତିଥ୍ୟ କ୍ଷେତ୍ର ସହିତ ଜଡିତ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛି ବୋଲି ବିଭାଗୀୟ ସଚିବ କହିଛନ୍ତି। 2023ରେ ନୂଆଦିଲ୍ଲୀରେ ପ୍ରଥମ ଗ୍ଲୋବାଲ ଟୁରିଜିମ୍ ନିବେଶକ ସମ୍ମିଳନୀ ଆୟୋଜନ କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ସହିତ ଭାରତୀୟ ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ ବିଶ୍ବର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା। ଭାରତର ଜି -20 ଅଧ୍ୟକ୍ଷତା ସମୟରେ ପର୍ଯ୍ୟଟନ କ୍ଷେତ୍ର ପକ୍ଷରୁ ପାଞ୍ଚଟି ପ୍ରାଥମିକ କ୍ଷେତ୍ର ଚିହ୍ନଟ କରାଯାଇଛି। ଯାହା ପର୍ଯ୍ୟଟନ କ୍ଷେତ୍ରର ପରିବର୍ତ୍ତନକୁ ତ୍ବରାନ୍ବିତ କରିବ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ