ଏହି ଚାରିଜଣ ନାଟୋ ଏବଂ ସହଭାଗୀ ଦେଶରୁ 30,000 ସୈନ୍ୟଙ୍କୁ ନେଇ କୋଲ୍ଡ ରେସପନ୍ସ ସାମରିକ ଅଭ୍ୟାସରେ ଭାଗ ନେଉଥିଲେ। ପ୍ରାୟ 200 ବିମାନ ଏବଂ ପ୍ରାୟ 50 ଜାହାଜ ଏହି ଅଭ୍ୟାସରେ ଭାଗ ନେଉଥିବାବେଳେ ଏହା ଏପ୍ରିଲ 1 ପର୍ଯ୍ୟନ୍ତ ଚାଲିବ ।
ଆମେରିକାର ମେରାଇନ୍ କର୍ପସର ଏହି V-22B Osprey ବିମାନ, ଉତ୍ତର ନରୱେର ବୋଡୋରେ ଶୁକ୍ରବାର ସନ୍ଧ୍ୟାରେ ନିଖୋଜ ହୋଇଯାଇଥିଲା । ଶନିବାର ଏହାର ପତ୍ତା ମିଳିଛି । ମୃତ 4 ଜଣ ସୈନିକ ଆମେରିକାର ବୋଲି ସ୍ପଷ୍ଟ କରିଛି ନରୱେ ପ୍ରତିରକ୍ଷା ମନ୍ତ୍ରଣାଳୟ ।
Four Americans killed in US military plane crash in Norway: AFP News Agency quotes Army — ANI (@ANI) March 19, 2022