ବିଦେଶ ଖବର ଆହୁରି ପଢନ୍ତୁ ।
ଜି-୨୦ ସମୁହ ଦେଶଗୁଡ଼ିକର ସମର୍ଥନ ଆଶା କରୁଛି ଭାରତ

ଅର୍ଗସ ବ୍ୟୁରୋ : ଜି-୨୦ ସମୁହ ଦେଶଗୁଡ଼ିକର ସମର୍ଥନ ଆଶା କରୁଛି ଭାରତ । ବିଶେଷ କରି ଭାରତ ଯେଉଁ ପ୍ରସଙ୍ଗକୁ ଗୁରୁତ୍ବ ଦେଇଆସିଛି ସେହିସବୁ ପ୍ରସଙ୍ଗ ଉପରେ ଭାରତ ଅନ୍ୟ ଜି-୨୦ ଦେଶଗୁଡ଼ିକର ସମର୍ଥନ ଚାହୁଁଛି ବୋଲି କହିଛନ୍ତି ଭାରତ ତରଫରୁ ଏହାର ସଂଯୋଜକ ନିଯୁକ୍ତ ହୋଇଥିବା ଅଧିକାରୀ ହର୍ଷ ଶ୍ରୀଙ୍ଗଲା । ଅନ୍ୟ ସଦସ୍ୟ ଦେଶଗୁଡ଼ିକର ସମର୍ଥନ ମିଳିଲେ ଭାରତ ବିଶ୍ବର ଅନେକ ସମସ୍ୟା ସମାଧାନ କରିବା ଦିଗରେ ସଫଳ ହୋଇପାରିବ ବୋଲି ସେ କହିଛନ୍ତି ।
Download Argus News App
