ଅଧିକ ପଢନ୍ତୁ : ଇମରାନଙ୍କ ପାଇଁ ପାକିସ୍ତାନରେ ଏବେ ନିଆଁ ଜଳୁଛି
ଗତକାଲି ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଆବେଦନକୁ ଗ୍ରହଣ କରି ତାଙ୍କ ଗିରଫଦାରୀକୁ ବେଆଇନ କହିଥିଲେ । ଏହାପରେ ତାଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ତାଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଥିଲା । ସୁରକ୍ଷା ଦୃଷ୍ଟିରୁ ଇମ୍ରାନ ଠିକଣା ସମୟରେ କୋର୍ଟରେ ପହଞ୍ଚି ପାରି ନଥିଲେ । ଏହାପରେ ପୋଲିସ୍ ଓ ଅର୍ଦ୍ଧସାମରିକ ବାହିନୀର କନଭୟ ମଧ୍ୟରେ ସେ କୋର୍ଟ ପରିସରକୁ ଚାଲିଚାଲି ଯାଇଥିଲେ । ଏହାପରେ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଜାମିନ ଦେଇଛନ୍ତି ।