Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମକୁ ୧୩୦୦ ଟଙ୍କା ବୃଦ୍ଧି
ଅନସାରୀ ଜେଲ ଭିତରେ ପ୍ରାଣ ହରାଇବା ଘଟଣାକୁ ନେଇ ହଇଚଇ
ଅର୍ଗସ ବ୍ୟୁରୋ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀ ଜେଲ ଭିତରେ ପ୍ରାଣ ହରାଇବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ହାର୍ଟ ଆଟାକ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ଏହାକୁ ପରିବାର ଲୋକ ଗ୍ରହଣ କରୁ ନାହାନ୍ତି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିବାଦ ଘନେଇ ଥିବ
୨୪ ବର୍ଷ ସ୍ଥିର ସରକାରର ରୂପାନ୍ତରଣର ନିର୍ଦ୍ଦୟ ଦୃଶ୍ୟ
ଅର୍ଗସ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ବାପା ମାଆ । ବାହୁନି କାନ୍ଦୁଛି ପରିବାର । ନୂଆପଡ଼ା କୋମନା ଥାନା ଡୋଙ୍ଗରି ପାଲି ବାସିନ୍ଦା ନାରାୟଣ ସିନ୍ଦୂର ତେଲଙ୍ଗାନାରେ ଏକ ଇଟା ଭାଟିରେ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ହରାଇଛନ୍ତି ଜୀବନ । ଚୈତ୍ରର ପତ୍ରଝଡ଼ା ପରି ଯାଉଛି ଓଡ଼ିଆ ଶ୍ରମିକଙ୍କ ଜୀବନ । ରାଜ୍ୟର