ଚଳିତ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ଫାଇନାଲ୍କୁ ଯୋଗ୍ୟତା ଅର୍ଜନ ଲାଗି ଏହା ଭାରତୀୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବିନା ଭାରତ ଏହି ଶୃଙ୍ଖଳା ଖେଳିବାକୁ ଯାଉଥିବାରୁ ରାହୁଲ ଦ୍ରାବିଡ଼ଙ୍କ ଯୋଜନା ମଧ୍ୟ ଅଗ୍ନି ପରୀକ୍ଷାରେ ରହିବ । ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲ୍ରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି । ଭାରତକୁ ସିଧାସଳଖ ଫାଇନାଲ୍ ଯୋଗ୍ୟତା ଅର୍ଜନ ଲାଗି ଏବେ ଶୃଙ୍ଖଳାର ଉଭୟ ଟେଷ୍ଟ୍ ଜିତିବା ଆବଶ୍ୟକ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।