ଭୂମିକମ୍ପରେ ପାଖାପାଖି ୧୭୦୦ ବିଲ୍ଡିଂ ଭାଙ୍ଗି ଚୁରମାର ହୋଇଯାଇଛି । ଏଭଳି ଏକ ବିପଦ ସମୟରେ ତୁର୍କିକୁ ସହଯୋଗର ହାତ ବଢ଼ାଇଛି ଭାରତ । ରିଲିଫ୍ ସାମଗ୍ରୀ ସହ ଉଦ୍ଧାରକାରୀ ଦଳ ଏନ୍ଡିଆର୍ଏଫ୍ ଟିମ୍କୁ ତୁର୍କିକୁ ପଠାଇବାକୁ ସବୁ ପ୍ରସ୍ତୁତି ସରିଛି । କେବଳ ତୁର୍କି ନୁହେଁ ସିରିଆକୁ ମଧ୍ୟ ସହଯୋଗ ସାମଗ୍ରୀ ପଠାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ରିଲିଫ ସାମଗ୍ରୀ ସହ ଯିବ ଏନ୍ଡିଆର୍ଏଫ୍ ଟିମ୍
Download Argus News App
