ଫଳରେ ରୋପ୍ୟ ପଦକରୁ ସେ ବଞ୍ଚିତ ହୋଇଛନ୍ତି। ତେବେ ବ୍ରୋଞ୍ଚ ପଦକ ପାଇଁ ତାଙ୍କ ପାଖରେ ଏବେ ବି ସୁଯୋଗ ଅଛି। ଗତକାଲି ବ୍ରୋଞ୍ଚ ମେଡାଲ ପାଇଁ ସେ ମୈଦାନକୁ ଓହ୍ଲାଇବେ।
ସେମିଫାଇନାଲରେ ହାରିଲେ ସିନ୍ଧୁ, କାଲି ବ୍ରୋଞ୍ଚ ପାଇଁ ମୈଦାନକୁ ଓହ୍ଲାଇବେ

ଅର୍ଗସ ବ୍ୟୁରୋ: ହାରିଗଲେ ପିଭି ସିନ୍ଧୁ । ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଚାଇନାର ତାଇପେଇର ତାଇ ତୁଜୁ ୟିଙ୍ଗଙ୍କ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ୧୮-୨୧, ୧୨-୨୧ରେ ସେ ପରାସ୍ତ ହୋଇଛନ୍ତି।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
