ଏହି ଭୂମିକମ୍ପ ୧୦ କିମି ଗଭୀରରେ ଏହା କେନ୍ଦ୍ରୀଭୂତ ହୋଇଛି । ଇଣ୍ଡୋନେସିଆ ଭୂବିଜ୍ଞାନୀ ଏହି ସୂଚନା ଦେଇଛନ୍ତି। ତେବେ ସୁନାମୀର ଭୟ ନାହିଁ ବୋଲି ଭୂବିଜ୍ଞାନୀ କହିଛନ୍ତି । ତେବେ ଏଥିରେ କେରେ ସମ୍ପତ୍ତି ନଷ୍ଟ ହେବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ପ୍ରାକୃତିକ ଦୁର୍ବିପାକ ବିଷୟରେ ଖବର ପଢ଼ନ୍ତୁ ।
ଥରିଉଠିଲା ଇଣ୍ଡୋନେସିଆ

ଅର୍ଗସ ବ୍ୟୁରୋ : ଭୟଙ୍କର ଭୂମିକମ୍ପରେ ଥରିଉଠିଲା ଇଣ୍ଡୋନେସିଆ । ଆଜି ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି । ଯାହା ଦ୍ବାରା ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଏହା କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୁତ ହୋଇଥିଲେ ଏଥିରେ ଲୋକଙ୍କ ଜୀବନ ଯାଇଛି ।
Download Argus News App
