ମେନେଜେସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କାରଣରୁ ଡାଏଗୋ ସୋମବାର ଏକ ଘୋଷଣା କରିଥିଲା ଯେ ଜରୁରୀକାଳିନ ଭାବରେ ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ଡେବ୍ରା କ୍ରୁଜ୍ କମ୍ପାନୀର ସର୍ବୋଚ୍ଚ ଭୂମିକା ଗ୍ରହଣ କରିବେ ।
ପୁଣେରେ ଜନ୍ମଗ୍ରହଣ କରିଥିଲେ ମେନେଜେସ୍ । ତାଙ୍କ ପିତା ମାନୁଏଲ ମେନେଜେସ୍ ଭାରତୀୟ ରେଳ ବୋର୍ଡର ଚେୟାରମ୍ୟାନ୍ ଥିଲେ । ସେ ଦିଲ୍ଲୀର ପ୍ରତିଷ୍ଠିତ ସେଣ୍ଟ ଷ୍ଟିଫେନ୍ କଲେଜ୍ ଏବଂ ଅହମ୍ମଦାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ଶିକ୍ଷାଲାଭ କରିଥିଲେ।
ଆହୁରି ପଢନ୍ତୁ ବିଦେଶ ଖବର...