ତେବେ ପୂରା ଦେଶବାସୀ ଆଶା କରିବେ ସେ ଫାଇନାଲରେ ପ୍ରବେଶ କରିବା ସହ ଗୋଲ୍ଡ କିମ୍ବା ସିଲଭର ଜିତନ୍ତୁ । ଯଦି ଅଲିମ୍ପିକ୍ସରେ ଭାରତର ରେକର୍ଡ ଦେଖିବା ତେବେ 2008 ବେଜିଂ ଅଲମ୍ପିକ୍ସରେ ବିଜେନ୍ଦ୍ର ସିଂଙ୍କୁ ବ୍ରୋଞ୍ଜ, ଲଣ୍ଡନ ଅଲିମ୍ପିକ୍ସରେ ମେରି କମଙ୍କୁ ବ୍ରୋଞ୍ଜ ଓ 2020ରେ ଲଭଲିନା ଆଉ ଏକ ପଦକ ପକ୍କା କରିଛନ୍ତି ।
ଭାରତ ପାଇଁ ଆଉ ଏକ ପଦକ ପକ୍କା କଲେ ଲଭଲିନା

ଅର୍ଗସ ବ୍ୟୁରୋ: ବକ୍ସିଂ ରିଂ ରୁ ଭାରତ ପାଇଁ ବଡ଼ ଖବର । ଇତିହାସ ରଚିଲେ ଲଭଲିନା । ସେମି ଫାଇନାଲରେ ପହଁଚିବା ସହ ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି । ସେ ସେମିଫାଇନଲାରେ ହାରିଲେ ମଧ୍ୟ ତାଙ୍କୁ ବ୍ରୋଞ୍ଜ ପଦକ ନିଶ୍ଚିତ ଭାବରେ ମିଳିବ ।
Download Argus News App
