ପାକିସ୍ତାନ ରେଳବାଇରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଏହା ପ୍ରାୟ ୯ ବର୍ଷ ପୂର୍ବର କଥା। ଯେତେବେଳେ ତାଙ୍କ ପତ୍ନୀ ହୃଦରୋଗ ସହ ଲଢୁଥିଲେ। ଶେଷରେ ତାଙ୍କ ଚିକିତ୍ସା ସତ୍ତ୍ୱେ ମୃତ୍ୟୁ ହୋଇଥିଲା। ଏହି କାରଣରୁ, ସେ ତାଙ୍କର ତିନି ଝିଅଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କଲେ । ହଠାତ୍ ସେ ଜଣେ ୨୯ ବର୍ଷର ମହିଳାଙ୍କ ବିଷୟରେ ଜାଣିବାକୁ ପାଇଲେ । ମହିଳା ଜଣକ ବିବାହିତ ଥିଲେ କିନ୍ତୁ କିଛି ବାଦ ବିବାଦ ଯୋଗୁଁ ସେ ମଧ୍ୟ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ସେ ସ୍ଥିର କରିଥିଲେ କି ସେ ଆଉ ଦ୍ଵିତୀୟ ବିବାହ କରିବେ ନାହିଁ । ଯଦି ମୋତେ ଏହା କରିବାକୁ ପଡିବ, ମୁଁ ଜଣେ ଯୁବକ ବଦଳରେ ଜଣେ ବୃଦ୍ଧଙ୍କୁ ବିବାହ କରିବି ।
ସମୟ ଅତିବାହିତ ହେବା ସହିତ ସେମାନଙ୍କ ଜୀବନ ଅଧିକ ସୁନ୍ଦର ହେବାରେ ଲାଗିଛି । ଉଭୟ ନିଜ କାହାଣୀକୁ ଏକ ୟୁଟ୍ୟୁବ ଚ୍ୟାନେଲରେ ଜଣାଇଛନ୍ତି। ଯାହା ପରେ ଏବେ ସେମାନଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିଦେଶ ଖବର ଆହୁରି ପଢନ୍ତୁ ।