ହିନ୍ଦ-ପ୍ରଶାନ୍ତ ଦେଶମାନଙ୍କର ମନ୍ତ୍ରୀମାନଙ୍କୁ କ୍ଵାଡ୍ ନାମରେ ଜଣାଯାଏ। କ୍ଵାଡ୍ ଦେଶ ମଧ୍ୟରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ସାମିଲ ଅଛନ୍ତି। ଗତ ମଙ୍ଗଳବାର ଏହି ସବୁ ଦେଶ ମାନଙ୍କ ମଧ୍ୟରେ ଜାପାନର ରାଜଧାନୀ ଟୋକିଓରେ ପ୍ରଥମ ବୈଠକ ହୋଇଥିଲା।
ତେବେ ଭାରତ ଚୀନ ବିବାଦକୁ ନେଇ ପୋମ୍ପିୟୋ କହିଛନ୍ତି ଯେ ଚୀନ ଭାରତ ସୀମାରେ ବହୁ ସଂଖ୍ୟରେ ସୈନ୍ୟ ମୁତୟନ କରିଛି। ଚୀନ 60,000 ସୈନ୍ୟକୁ ଭାରତର ସୀମାରେ ରଖିଛି ବୋଲି ସେ କହିଛନ୍ତି।