ଲାଙ୍ଗ୍ୟା ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ସର୍ଭେ ଅନୁଯାୟୀ ବର୍ତ୍ତମାନ ପର୍ୟ୍ୟନ୍ତ ୨ ପ୍ରତିଶତ ଛେଳି, ୫ ପ୍ରତିଶତ କୁକୁର ଓ ଅନ୍ୟ ପ୍ରାଣୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ୟ୍ନ୍ତ ଏହା ମଣିଷରୁ ମଣିଷ ପାଖକୁ ସଂକ୍ରମିତ ହେବାର କିଛି ପ୍ରମାଣ ମିଳି ପାରିନାହିଁ ।
ଜର, ହାଲିଆ ଲାଗିବା, ଭୋକ କମିଯିବା, ବାନ୍ତି, ମୁଣ୍ତବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଆଦି ଏହି ଭୂତାଣୁ ସଂକ୍ରମଣର ପ୍ରାଥମିକ ଲକ୍ଷଣ । ଏହା ସହ ଲାଙ୍ଗ୍ୟା ଭାଇରସ ରକ୍ତରୁ ଶ୍ବେତ ରକ୍ତ କଣିକା ଓ ପ୍ଲେଟଲେଟ ହ୍ରାସ ମଧ୍ୟ କରୁଛି ।
ବିଦେଶ ଖବର ଆହୁରି ପଢନ୍ତୁ ।