ତେଣୁ ଆସନ୍ତା ଶୀତ ମାସ ଗୁଡିକରେ ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ସାଓଗୁଆନ ସହର ଏବଂ ଗୁଆଙ୍ଗଡଙ୍ଗ ପ୍ରଦେଶରେ ବିଏ.5.1.7 ଭାରିଆଣ୍ଟ ଥିବା ଅନେକ ମାମଲା ଚିହ୍ନଟ କରାଯାଇଛି । ସାଓଗୁଆନ ଓ ୟଣ୍ଟାଇ ସହରରେ ବିଏଫ.7 ମାମଲା ସାମ୍ନାକୁ ଆସିଛି । ଏହି ଦୁଇଟି ଭାରିଆଣ୍ଟ ଦ୍ରୁତ ବେଗରେ ବ୍ୟାପୁଛି ଏବଂ ଏହା ଅନ୍ୟ ଭାରିଆଣ୍ଟ ସଂକ୍ରଣ ଯୋଗୁଁ ସୃଷ୍ଟି ହେଉଥିବା ପ୍ରତିରୋଧୀ କ୍ଷମତାକୁ ମାତ୍ ଦେଇପାରେ ।
ବିଦେଶ ଖବର ଆହୁରି ପଢନ୍ତୁ ।