ଯୁଦ୍ଧରେ ମୃତ୍ୟୁ ସଂଖ୍ୟା 32 ଶହ ଛୁଇଁଲାଣି
୪ରୁ ଅଧିକ ନାଗରିକ ନିଖୋଜ ଅଛନ୍ତି। ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ୪୩ ଦେଶର ନାଗରିକଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ନାଗରିକ ଏବେ ବି ନିଖୋଜ ଅଛନ୍ତି ।
ସେପଟେ ଯୁଦ୍ଧବନ୍ଦୀ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି ଭାରତ ସରକାର । ଭାରତର ଅପରେସନ ଅଜୟ ଜରିଆରେ ଯୁଦ୍ଧର ମାହୋଲରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ମୋଦି ସରକାର । ଯୁଦ୍ଧଗ୍ରସ୍ତ ଇସ୍ରାଏଲର ତେଲ୍ ଅବିବିରୁ ଚତୁର୍ଥ ପର୍ଯ୍ୟାୟରେ ୨୭୪ ଜଣ ଭାରତୀୟ ଭାରତରେ ପହଞ୍ଚିଛନ୍ତି। ଏହାକୁ ମିଶାଇ ଏବେସୁଦ୍ଧା ଇସ୍ରାଏଲରୁ ୬୪୪ ଭାରତୀୟ ଫେରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ତିନି ଦିନ ହେଲା ତିନିଟି ପର୍ଯ୍ୟାୟରେ ଫେରିଛନ୍ତି ଭାରତୀୟ ।
ଆହୁରି ପଢନ୍ତୁ ବିଦେଶ ଖବର...