ମାଟି ଗଦା ତଳୁ ଜୀବନ୍ତ ଅବସ୍ଥାରେ ଶିଶୁ ଓ ବଡ଼ମାନଙ୍କୁ ଉଦ୍ଧାର କରିବାରେ ବେଶ୍ ସଫଳ ହୋଇଛନ୍ତି ଭାରତୀୟ ଉଦ୍ଧାରକାରୀ ଦଳ । ଡାକ୍ତରୀଦଳ ମଧ୍ୟ ଜରୁରୀ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଆଗକୁ ପରବର୍ତୀ ନିଦ୍ଦେର୍ଶ ନମିଳିବା ଯାଏ ଏପରି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ସେଠାରେ କାର୍ଯ୍ୟରତ ଏନଡ଼ିଆରଏଫର କମାଣ୍ଡିଂ ଅଧିକାରୀ ।
ଚାଲିଛି ‘ଅପରେସନ୍ ଦୋସ୍ତ’ ଉଦ୍ଧାର କାର୍ଯ୍ୟକ୍ରମ
Download Argus News App
