ହେଲେ ଉଇକିପିଡ଼ିଆ ଏହି ବିଷୟବସ୍ତୁକୁ ହଟାଇଲା ନାହିଁ। ଏହା ପରେ ପିଟିଏ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ପିଟିଏ ମୁଖପାତ୍ର କହିଛନ୍ତି ଯେ ବିବାଦୀୟ ବିଷୟବସ୍ତୁ ହଟାଇବା ପାଇଁ ଉଇକିପିଡ଼ିଆକୁ ୪୮ଘଣ୍ଟା ସମୟ ଦିଆଯାଇଥିଲା । କିନ୍ତୁ ସେ ଏହି ନିର୍ଦ୍ଦେଶ ପାଳନ କରିନଥିବାରୁ ଆମେ ପ୍ରତିବନ୍ଧକ ଲଗାଇଛୁ । ତେବେ ଉଇକିପିଡ଼ିଆ ଫାଉଣ୍ଡେସନ ଟ୍ୱିଟ୍ କରି ପାକିସ୍ତାନର ଏହି ପଦକ୍ଷେପ ବିଷୟରେ ସୂଚନା ଦେଇଛି ।
ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ
Download Argus News App
