୨୦୨୦ରେ ପାମେଲଙ୍କୁ ପିଟର୍ସ ବିବାହ କରିବା ପରେ ଏହି ଯୋଡି ଖୁବ୍ ଚର୍ଚ୍ଚିତ ହୋଇଥିଲା ସତ । ତେବେ ଏହି ବିବାହ ମାତ୍ର ୧୨ ଦିନ ହିଁ ତିଷ୍ଠି ଥିଲା । ଜନ୍ ପିଟର୍ସ ୮୧ କୋଟି ଟଙ୍କା ୱିଲ କରି କହିଛନ୍ତି ସେ ପାମେଲଙ୍କୁ ଭଲ ପାଅନ୍ତି ଆଉ ପାଉଥିବେ । ରିପୋର୍ଟ ଅନୁସାରେ ପାମେଲ ୮୦ ଦଶକରେ ଡେଟ କରୁଥିଲେ ଏବଂ ୨୦୨୦ ଜାନୁଆରୀ ୨୦ରେ ଖବର ଆସିଥିଲା ବିବାହ କରିଛନ୍ତି ବୋଲି । ଏହା ଉଭୟଙ୍କ ଜୀବନରେ ୫ମ ବିବାହ ଥିଲା । ତେବେ ୨୦୨୦ ଫେବୃଆରୀ ୧ରେ ପିର୍ଟସ ବିବାହ ପ୍ରମାଣ ପତ୍ର ପ୍ରସ୍ତୁତ ରକି ଦେଇଥିଲେ । ଏବଂ ପାମେଲ ଟୁଇଟ କରିଥିଲେ ପାମେଲ ଆଇନଗତ ଭାବରେ କେବେ ପିଟର୍ସକୁ ବିବାହ କରିନାହାନ୍ତି ।
ପିର୍ଟସ ତାଙ୍କର ଲାଇଫ ଲଙ୍ଗ ଫେମିଲି ଫ୍ରେଡ । ଆଉ ଏବେ ପିଟର୍ସ ପାମେଲଙ୍କ ନାମରେ ୧୦ ନିୟୁତ ଡଲାର ୱିଲ କରିଛନ୍ତି । ଏବଂ ସେ କହିଛନ୍ତି ଏହି ଟଙ୍କା ପାମେଲଙ୍କ ନାମରେ ରହିବ ହୁଏତ ଏହା କେବେ ତାଙ୍କୁ ଦରକାର ନପଡିପାରେ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।