ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ସୂଚନା ଦେଇଛନ୍ତି। ସୁରକ୍ଷିତ ସହ ନିଜର ଦେଶବାସୀଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଜୋର ଦେଉଛନ୍ତି।
ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସଂସଦୀୟ ଦଳର ନେତାମାନଙ୍କୁ ସୂଚନା ଦେବେ ସରକାର

ଅର୍ଗସ୍ ବ୍ୟୁରୋ: ସଂସଦୀୟ ଦଳର ନେତାମାନଙ୍କୁ ସରକାର ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେବେ । 26 ଅଗଷ୍ଟରେ ଦିଲ୍ଲୀର ସଂସଦ ଗୃହ ଆନେକ୍ସ ହଲରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟସଙ୍କର ସୂଚନା ଦେବେ।
Download Argus News App
