ଜୋ ବାଇଡେନ କହିଛନ୍ତି, ଋଷ ସାରା ଦୁନିଆର ମୂଳଦୁଆକୁ ହଲାଇବାକୁ ଚେଷ୍ଟା କରିଛି । ଯୁଦ୍ଧକ୍ଷେତ୍ରରେ ପୁଟିନଙ୍କର ଏକ ସୁବିଧା ଥାଇପାରେ, କିନ୍ତୁ ଏଥିପାଇଁ ବହୁମୂଲ୍ୟ ହରାଇବାକୁ ପଡିବ । ଆମେ ଋଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଉଛୁ । କେବଳ ଆମେରିକା ନୁହେଁ ବିଶ୍ୱର ଅନେକ ଦେଶ ୟୁକ୍ରେନ ସହିତ ଛିଡା ହୋଇଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ, ଋଷ ଭାବିଥିଲା ଯେ ଆମେ ୟୁକ୍ରେନକୁ ପଦଦଳିତ କରିବୁ, କିନ୍ତୁ ୟୁକ୍ରେନର ଲୋକମାନେ ଋଷକୁ ଏକ ଦୃଢ ଜବାବ ଦେଇଛନ୍ତି । ଆମେରିକା ୟୁକ୍ରେନର ଲୋକଙ୍କ ସହିତ ଛିଡା ହୋଇଛି ।
We’re launching the COVID19 “Test to Treat” initiative, so people can get tested at a pharmacy and if they’re positive, receive antiviral pills on the spot at no cost: US President Joe Biden pic.twitter.com/JNLifXsLa9 — ANI (@ANI) March 2, 2022